ଡେଙ୍ଗୁ କବଳରେ ଅଧା ରାଜଧାନୀ : ଦୁଇ ଦିନରେ ୧୧୬ ଆକ୍ରାନ୍ତ

ମୋଟ ଆକ୍ରାନ୍ତ ସଂଖ୍ୟା ୭୧୪ ଛୁଇଁଲା,କଲୋନିରେ ମାଡ଼ୁଛି, ବସ୍ତିରେ ସ୍ଥିର ଭୁବନେଶ୍ବର: ରାଜଧାନୀରେ ଉଦ୍‌ବେଗଜନକ ଭାବେ ମାଡ଼ି ଚାଲିଛି ଡେଙ୍ଗୁ। ୭ ନମ୍ବର ୱାର୍ଡର ନୀଳାଦ୍ରିବିହାରରୁ ଆରମ୍ଭ ହୋଇଥିବା ଡେଙ୍ଗୁରେ ଏଯାଏ ସହରର ୭ ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ସାରିଲାଣି। ଏବେ ସୁଦ୍ଧା ଅଧା ରାଜଧାନୀକୁ କବ୍‌ଜା କରି ସାରିଲାଣି ଡେଙ୍ଗୁ। ଆଜି ୫୦କୁ ମିଶାଇ ଗତ ଦୁଇ ଦିନରେ ୧୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ … Continue reading ଡେଙ୍ଗୁ କବଳରେ ଅଧା ରାଜଧାନୀ : ଦୁଇ ଦିନରେ ୧୧୬ ଆକ୍ରାନ୍ତ